ଓଡ଼ିଶାରେ ୨୨,୦୦୦ରୁ ଅଧିକ ଚାକିରି ସୁଯୋଗ

ପ୍ରିଜମ୍ ନ୍ୟୁଜ: ଓଡ଼ିଶାର ଶିକ୍ଷିତ ବେକାର ଯୁବକଯୁବତୀଙ୍କ ପାଇଁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ SLSWCA ବୈଠକରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି ।

ରାଜ୍ୟର ୧୧ଟି ଜିଲ୍ଲାରେ ୪,୫୭୩ କୋଟି ଟଙ୍କାର ୨୩ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି

ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ରାଜ୍ୟରେ ପ୍ରାୟ ୨୨,୮୭୩ ଜଣଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିଯୁକ୍ତି ମିଳିବ

ଧାତୁ, ବେସରକାରୀ ଭିତ୍ତିଭୂମି ଏବଂ ଟେକ୍ସଟାଇଲ୍ କ୍ଷେତ୍ରରେ ଏହି ସବୁ କାରଖାନା ସ୍ଥାପନ ହେବ।